କେହି ଜଣେ ସତ କହିଛନ୍ତି ଯେ ‘laughter is the best medicine’। ଜୋକ୍ସର ପ୍ରଭାବ କୌଣସି ଔଷଧ ଠାରୁ କମ ନୁହେଁ। ଯେଉଁ ଲୋକମାନେ ଚିନ୍ତିତ କିମ୍ବା ପୁଣି ରୋଗୀ ଅଟନ୍ତି ସେହି ଲୋକଙ୍କ ନିମନ୍ତେ ଜୋକ୍ସ କୌଣସି ମେଡ଼ିସିନ ଭଳି କାମ କରିଥାଏ। ଏହା ତାଙ୍କ ନିମନ୍ତେ ଏକ ଷ୍ଟ୍ରେସ ବର୍ଷ୍ଟର ଭଳି କାମ କରିଥାଏ। କିଛି ଲୋକ ତ ଏହି ଜୋକ୍ସରେ ନିଜର ନିକଟତମ କିମ୍ବା ଫ୍ରେଣ୍ଡ୍ସ ମାନଙ୍କୁ ଟ୍ୟାଗ କରିଦିଅନ୍ତି। ଆଜି ଆମେ ଆପଣଙ୍କୁ କିଛି ଏପରି ସ୍ଵାମୀ-ସ୍ତ୍ରୀ, ଜଜ-ଚୋର, ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ ଆଦିଙ୍କ ବିଷୟରେ ଜୋକ୍ସ ପଢେଇବାକୁ ଯାଉଛୁ ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି। ଏହି ଜୋକ୍ସକୁ ସୋସିଆଲ ମିଡିଆରେ ଅନେକ ଲାଇକ ଏବଂ ସେୟାର କରାଯାଉଛି। ଆମେ ଦାବି କରୁଛୁ ଯେ ଏହି ଜୋକ୍ସକୁ ପଢିକି ଆପଣ ମଧ୍ୟ ନିଜର ହସ ଅଟକେଇ ପାରିବେ ନାହିଁ। ତେବେ ବିଳମ୍ବ କେଉଁଥି ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ସୁନ୍ଦର ପ୍ରକ୍ରିୟା ।
ସାନ୍ତା- ସକାଳୁ ସକାଳୁ ପଡୋଶିନୀ କହୁଥିଲେ ଯେ ମୋର ପେଟରେ ମୂଷା ଦଉଡୁଛି… । ବାନ୍ତା- ତାପରେ ତୁମେ କଣ କଲ? ସାନ୍ତା- ମୁଁ ତାଙ୍କୁ ମୂଷା ମାରିବାର ଔଷଧ ଦେଇଦେଇଛି । ଦୁଇଘଣ୍ଟା ହେବ ସୋଇଛି, ଧନ୍ୟବାଦ ମଧ୍ୟ କହି ନାହିଁ ….!!!
ସୋନୁ ସ୍କୁଲକୁ ଗଧ ନେଇକି ଆସିଲା । ଶିକ୍ଷକ- ଏହାକୁ କାହିଁକି ଆଣିଛୁ? ସୋନୁ- ମାଡାମ, ଆପଣ ହିଁ ତ କୁହନ୍ତି ଯେ ମୁଁ ବଡ ରୁ ବଡ ଗଧଙ୍କୁ ମଣିଷ କରିଦେଇଛି…. । ତ ମୁଁ ଭାବିଲି ଯେ ଏହାର ମଧ୍ୟ ଭଲ ହୋଇଯାଉ ।