ଶିକ୍ଷକ- ଝିଅମାନେ ଯଦି ପରଧନ ଅଟନ୍ତି ତ ପୁଅ ମାନେ କଣ ହୋଇଥାନ୍ତି?
ପପ୍ପୁ- ସାର ପୁଅମାନେ ଚୋର ଅଟନ୍ତି! ଶିକ୍ଷକ – ତାହା କିପରି?
ପପ୍ପୁ- କାରଣ, ଚୋର ଙ୍କର ଦ୍ରୁଷ୍ଟି ସବୁବେଳେ ପରଧନ ଉପରେ ଥାଏ….!!!
ପୁଅ ନିଜର ପ୍ରେମକା କୁ ।
ପୁଅ- କିଛି ଏପରି ଉପହାର ଦିଅ ଯାହାକୁ ମୁଁ ସମ୍ଭାଳି କରି ରଖିପାରିବି। ଝିଅ ନିଜର ଚପଲ ର ତଳ (ସୋଲ) ଦେଇଦେଲା… । ପୁଅ ସେହି ସୋଲ ନେଇକି ବଣିଆ ପାଖକୁ ଗଲା ଏବଂ କହିଲା ଯେ ରୂପା ଫ୍ରେମ ବନେଇକି ସେଥିରେ ଲଗେଇ ଦିଅ…. । ବଣିଆ- ସାର କାଲି ଆସି ନେଇଯିବେ । ଆସନ୍ତା ଦିନ ପୁଅ ସୋଲ ନେବାକୁ ଆସିଲା ତ ବଣିଆକୁ ପଚାରିଲା… । ବଣିଆ- ଏହି ଚପଲ କେଉଁ ବାବାଙ୍କର ଅଟେ? ପୁଅ- ଏହା ମୋର ପ୍ରେମିକାର ଅଟେ। ବଣିଆ- ପଳା ଏଠୁ ଶଳା ମଜନୂ ପୁଅ॥ କାଲି ଠାରୁ ମୋର ସାରା ପରିବାର ଚପଲ କୁ ଚୁମା ଦେଇ ଦେଇ ପାଗଳ ହେଇ ଗଲାଣି ।
ବିବାହର ଏକ ଦିନ ପୂର୍ବରୁ ଭାବୀ ପତ୍ନୀଙ୍କର ମେସେଜ ଆସିଲା… । “ସରି ଆମର ବିବାହ ହୋଇପାରିବ ନାହିଁ କାରଣ ଅନ୍ୟ କେଉଁଠାରେ ଫିକ୍ସ ହେଇଯାଇଛି” । ବର ଟେନସନରେ ଆସିଗଲା… । ତାପରେ ଦ୍ଵିତୀୟ ମେସେଜ ଆସିଲା… “ସରି ବାଇ ମିଷ୍ଟେକ ଆପଣଙ୍କୁ ସେଣ୍ଡ ହେଇଗଲା” । ବର ଏବେ ଆହୁରି ଟେନସନରେ!!
ଜଣେ ଚତୁର ମହିଳା ଫେସବୁକରେ ଲେଖିଲେ… । ମନକୁ ବଶରେ କରିବା ସିଖୁଛି ଆଜିକାଲି… । ଶିମଳା ଯିବାକୁ ମନ ହେଉଛି ତ ସିମଳା ମିର୍ଚ ଖାଇ ଦେଉଛି, ମସୁରୀ ଯିବାର ଇଚ୍ଛା ହେଉଛି ତ ମସୁରି ଡାଲି ଖାଇଦେଉଛି …. । ଏବଂ ଉଦ୍ଧମପୁର ଯିବାର ଇଚ୍ଛା ହେଉଛି ତ ଘରେ ଉଦ୍ଧମ ମଚେଇ ଦେଉଛି