Join Our WhatsApp Channel Click Here !

ଖରିଆର ଗଡ଼ରାମୁଣ୍ଡା ରେ ଅନାଥ ଆଶ୍ରମରେ ରଙ୍ଗର ପର୍ବ ହୋଲି ପାଳନ କରାଯାଇଛି

ରଙ୍ଗ ର ପର୍ବ ହୋଲି ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇ ଆମେ ହୋଲି ପାଳନ କରିଥାଉ I ହୋଲି ହେଉଛି ରଙ୍ଗ ର ପର୍ବ ଯାହାକୁ ପୁରା ଦେଶ ପାଳନ କରିଥାଏ କୋଣ ଅନୁକୋଣ ରେ ବସବାସ କରୁଥିବା ଲୋକମାନେ ମଧ୍ୟ ପରସ୍ପର ଭିତରେ ରଙ୍ଗ ଲଗାଇ ଏହି ପର୍ବ କୁ ପାଳନ କରିଥାନ୍ତି I କିନ୍ତୁ ଓଡିଶା ରେ ଏମିତି କିଛି ଜାଗା ରହିଛି ଯେଉଠି ହୋଲି ଖେଳିବାର ଭିନ୍ନ ପରମ୍ପରା ରହିଛି ଆସନ୍ତୁ ଜାଣିବା ଦେହ ପ୍ରେମ ଏବଂ ଭାଇଚାରା ର ପର୍ବ ହୋଲି କୁ କେମିତି ପାଳନ କରିଛନ୍ତି I ନୂଆପଡ଼ା ଜିଲ୍ଲା ଖରିଆର ରେ ଗୋଟେ ଭିନ୍ନ ଧରଣର ହୋଲି ପର୍ବ ଦେଖିବାକୁ ମିଳିଛି  ନୂଆପଡ଼ା ଜିଲ୍ଲା ଖରିଆର ବ୍ଲକ ସ୍ଥିତ ଗଡ଼ରାମୁଣ୍ଡା ରେ ଥିବା ନବ ପ୍ରଭାତ ଓପନ ସେଲ୍ଟର ହୋମ ଅନାଥ ଆଶ୍ରମ ରେ ଅନାଥ ଛୁଆମାନଙ୍କ ସହିତ ହେଲ୍'ପିଙ୍ଗ ଫର୍ ହେଲ୍ପ୍'ଲେସ୍ ପିପୁଲ୍ ଫାଉଣ୍ଡେସନ (Helping  for Helpless People Foundation) ଖଡ଼ିଆଳ ର କର୍ମକର୍ତ୍ତା ମାନେ ଅନାଥ ଆଶ୍ରମ କୁ ଯାଇ ରଙ୍ଗର ପର୍ବ ହୋଲି କୁ ସେମାନଙ୍କ ସହିତ ପାଳନ କରିଥିଲେ I ଆଶ୍ରମ ରେ ଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ବେଶ୍ ଆନନ୍ଦିତ ହୋଇ ଥିଲେ ତା ସହିତ ସେମାନଂକୁ ଜଳଖିଆ ଓ ଚକୋଲେଟ୍ ମଧ୍ଯ ଦେଇଥିଲେ I ହେଲ୍ ପିଙ୍ଗ ଫର୍ ହେଲ୍ପ୍ ଲେସ୍  ପିପୁଲ୍ ଫାଉଣ୍ଡେସନର   (Helping  for Helpless People Foundation)  ର President -Kailash Nag, Vice-President- Rajeshwar Darji, Damodar Bemal, Bindia Agrawal, Sarthak Mund, Dukhishyam Nag, Ramkrishna Behera ଏଵଂ ଅନ୍ୟ ସଦ୍ୟମାନଙ୍କ ସହିତ ଅନାଥ ଆଶ୍ରମର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ହୋଲି ପର୍ବ କୁ ପାଳନ କରିଥିଲେ।

ନୂଆପଡ଼ା ଖରିଆର ରୁ ନୂଆପଡ଼ାରୁ Team Zilla Reports Odisha 


إرسال تعليق









Cookie Consent
We serve cookies on this site to analyze traffic, remember your preferences, and optimize your experience.
Oops!
It seems there is something wrong with your internet connection. Please connect to the internet and start browsing again.
AdBlock Detected!
We have detected that you are using adblocking plugin in your browser.
The revenue we earn by the advertisements is used to manage this website, we request you to whitelist our website in your adblocking plugin.
Site is Blocked
Sorry! This site is not available in your country.